୩୦/୬/୨୪(ଏରସମା)-ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ଉପନିର୍ବାଚନ ଆଉ କିଛି ଦିନ ବାକିଥିବାରୁ ନୂଆ କରି ଓଡ଼ିଶାରେ ସରକାର ଗଠନ କରିଥିବା ବିଜେପି ସରକାର ତୃଣମୂଳ ସ୍ତରରୁ ଏଥର ତାର ସଂଗଠନ ମଜବୁତ କରିବାରେ ଲାଗିପଡିଲାଣି ସୂଚନାଯୋଗ୍ୟ ସାରା ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଗୋଟେ ସମୟରେ ହେଉଥିବାବେଳେ ଢ଼ିଙ୍କିଆ ପଞ୍ଚାୟତରେ ଆଗିଲା ଉପ ନିର୍ବାଚନ ହୁଏ ସେହିପରି ଭାବରେ ଚଳିତ ବର୍ଷ ମଧ୍ୟ ଢ଼ିଙ୍କିଆ ପଞ୍ଚାୟତ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କି
ବିଜ୍ଞପ୍ତି ପ୍ରକାଶ ନପାଇବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତ ବିଜେପି ଯୁବନେତା ବିକ୍ରମଜିତ୍ ସାମନ୍ତରାୟଙ୍କ ନ୍ରେତୃତ୍ରରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଢ଼ିଙ୍କିଆ ମିନି ଷ୍ଟାଡିୟମରେ କର୍ମୀ ମାନଙ୍କୁ ନେଇ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ବାଲିତୁଠ ମଣ୍ଡଳ ସମ୍ଫାଦକ ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବିଜେପି ଯୁବ ବିଜେପି ନେତା ସତ୍ୟସାରଥୀ ମହାନ୍ତି ଯୋଗ ଦେଇ କହିଥିଲେ କି ସମୟ ପରିବର୍ତ୍ତନ ହୋଇଛି ୨୪ ବର୍ଷର ସରକାର ପରିବର୍ତ୍ତନ ହେଇଛି ଏବେ ଡବଲ ଇଞ୍ଜନ ସରକାର କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଏଣୁ ୨୪ବର୍ଷ ଭିତରେ ବହୁ ଦ୍ରୁନୀତି ଅନ୍ୟାୟ କରିଛନ୍ତି ଏବେ ଓଡ଼ିଶାର ନୂତନ ଓଡ଼ିଶା ଗଠନ ହେବ । ଆପଣ ମାନେ ବହୁ ଅନ୍ୟାୟ ଅତ୍ୟାଚାର ଶିକାର ହୋଉଥୀଲେ ଆମେ ମାନେ ଚେଷ୍ଟା କରିବା ଢ଼ିଙ୍କିଆ ପଞ୍ଚାୟତ ଆଗାମୀ ଦିନରେ ଏକ ଆଦର୍ଶ ପଞ୍ଚାୟତ ଗଢିତେଳିବା ଏ ପଞ୍ଚାୟତ ର ମୌଳିକ ସୁବିଧା ସୁଯୋଗ ପାଇଁବାରୁ ବଞ୍ଚିତ ହେଉଥୀଲେ ଶିକ୍ଷା ସ୍ୱାସ୍ଥ୍ୟ ,ପାନୀୟ ଜଳ ଏବଂ ଆପଣ ଅଞ୍ଚଳରେ ମୋଗା ପକଳ୍ପ ଜିଏସ୍ ଡବ୍ଲୁ ପ୍ରତିଷ୍ଠା ହେବାକୁ ଯାଉଛି
ଆପଣଙ୍କ ଜମି ଯାଇଛି ଏଣୁ ଆପଣ ମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଯୋଗ୍ୟତା ଅନୁସାରେ ନିଯୁକ୍ତି କିପରି ପାଇବେ ସେ ସମ୍ବନ୍ଧରେ ଆମେ ଆମର ସରକାରଙ୍କ ପାଖରେ ପ୍ରସ୍ତାବ ପକେଇବୁ ଏଣୁ ଆଗାମୀ ବିଜେପି ସମର୍ପିତ ସରପଞ୍ଚ ପ୍ରାର୍ଥୀକୁ ଆପଣ ମାନେ ଜିତାଇ ବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଥିଲେ ତାଙ୍କ ସହିତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଡ଼.ଯତିନ ମହାନ୍ତି,ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସଂଯୋଜକ ନୃସିଂହ ସାହୁ,ଜିଲ୍ଲା ବିଜେପି ଉପସଭାପତି ମୋହିତ ମହାନ୍ତି, ଜିଲ୍ଲାବିଜେପି କେଷାଧ୍ୟକ୍ଷ ନିଲିପ୍ତ କୁମାର ଜେନା,ଜିଲ୍ଲାବିଜେପି ଏସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅମେନ୍ଦ୍ର ଦଳାଇ,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ଫାଦକ ସୁଶାନ୍ତ ସ୍ୱାଇଁ, ନାରିନ୍ରେତୀ ରାଜଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଆଗାମୀ ଦିନରେ କିପରି ବିକାଶିତ ପଞ୍ଚାୟତ ଗଠନ କରାଯାଇପାରି ସେ ସମ୍ଫକରେ ଆଲେକ ପାତ କରିଥିଲେ ।ଏବଂ ବହୁ ବିଜେପି କର୍ମୀ ଦିଲ୍ଲୀପ ରାଉତ,ରାଜୀବ ସାହୁ,ବିଜୟ ଦାସ,ଧନଞ୍ଜୟ ବେହେରା, ବିଜୟ ଦାସ,ନିର୍ଭୟ ବେହେରା, ବାବାଜୀ ମୁଦୁଲି ଙ୍କ ସମେତ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରଷ ଯୋଗ ଦେଇଥିଲେ