ଏୟାରଟେଲ ଏବଂ ଜିଓ ଗ୍ରାହକଙ୍କୁ ବଡ଼ ଝଟକା

By digbalayalive

Updated on:

୨୮/୬-( ବ୍ୟୁରୋ)-ଭାରତର ଦୁଇଟି ବଡ଼ ବଡ଼ ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ ସେମାନଙ୍କ ଟାରିଫ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି l ଯେଉଁଠାରେ ଗତକାଲି ରିଲାଏନ୍ସ ଜିଓ ଏହାର ୧୯ଟି ପ୍ଲାନର ଦର ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଆଜି ସମପରି ଏୟାରଟେଲ ଏହାର ବ୍ୟବହାରକାରୀଙ୍କୁ ମଧ୍ୟ ଏକ ବଡ଼ ଝଟକା ଦେଇଛି l ଭାରତର ଦୁଇଟି ବଡ଼ ବଡ଼ ଟେଲିକମ୍ କମ୍ପାନୀ ସେମାନଙ୍କ ଟାରିଫ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି l ଯେଉଁଠାରେ ଗୁରୁବାର ଦିନ (୨୭ ଜୁନ୍) ରିଲାଏନ୍ସ ଜିଓ ଏହାର ୧୯ଟି ପ୍ଲାନର ଦର ବୃଦ୍ଧି କରିବାକୁ ଘୋଷଣା କରିଥିଲା l ଆଜି (୨୮ ଜୁନ୍) ସମପରି ଏୟାରଟେଲ ଏହାର ବ୍ୟବହାରକାରୀଙ୍କୁ ମଧ୍ୟ ଏକ ବଡ଼ ଝଟକା ଦେଇଛି। ଉଭୟ ଏୟାରଟେଲ୍ ଏବଂ ଜିଓ ବ୍ୟବହାରକାରୀଙ୍କୁ ବର୍ତ୍ତମାନ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ l ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟରେ ପଡ଼ିବ l ବର୍ତ୍ତମାନ ଏୟାରଟେଲ ଓ ଜିଓ ବ୍ୟବହାରକାରୀଙ୍କ କମ୍ ମୂଲ୍ୟ ଦେଖି ଆପଣଙ୍କୁ ଏକ ଟପ୍ ଅପ୍ ପ୍ଲାନ କିଣିବାକୁ ପଡିବ l

Leave a Comment