ଏରସମା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର 5T କାମରେ ମହା ଦୁର୍ନିତି….
ତିନି ମାସ ନ ପୁରୁଣୁ ଛାତରୁ ଖସିଲା କଂକ୍ରିଟ…..
କୋଟି କୋଟି ସରକାରୀ ଅର୍ଥ ଚଳୁ କରିଥିବା ଅଭିଯୋଗ……
ଏରସମା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା କଂକ୍ରିଟ…..
ଆଉ ଅଳ୍ପକେ ବର୍ତିଲେ ରୋଗୀ …..
ଯାହା ଫଳରେ ମେଡିକାଲ କର୍ମଚାରିଙ୍କ ସହ ସାଧାରଣ ରୋଗୀ ଭୟଭୀତ l ଗତ କିଛି ଦିନ ତଳେ ଏହି ମେଡିକାଲକୁ 5Tରେ ଅନ୍ତରଭୁକ୍ତ କରାଯାଇ ଏହାର ଉନ୍ନତି କରଣ କାର୍ଯ୍ୟ କରାଯାଇଥିଲା l କିନ୍ତୁ କାମ ହେବାର ୩ ମାସ ନ ପୂରୁଣୁ ଛାତ ରୁ ସିମେଣ୍ଟ କଂକ୍ରିଟ ଖସୁଥିବ ଦେଖିବାକୁ ମିଳିଛି l ସାଧାରଣ ଜନତା ଏହି ଘଟଣାକୁ ନିନ୍ଦା କରିବା ସହିତ ନିରେପେକ୍ଷ ତଦନ୍ତ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି l
ଠିକାଦାର ଆଉ ଯନ୍ତ୍ରୀ ମଧୁଚନ୍ଦ୍ରିକରେ ରୋଗୀ ମାନଙ୍କ ଜୀବନ ଶହ ଖେଳ ଖେଳାଯାଉଛି ଯାହାକୁ ନେଇ ସାଧାରଣରେ ଆଲୋଚନା କରାଯିବାସହ 5T ନାଁରେ ପୁରୁଣା ଘରେ ରଙ୍ଗ ମାରି କୋଟି କୋଟି ସରକାରୀ ଅର୍ଥ ଚଳୁ କରିଥିବା ଅଭିଯୋଗ କରାଯାଉଛି l