ବାଂଲାଦେଶୀଙ୍କୁ ହଟାଅ,ଭାରତ ବଞ୍ଚାଅ

By digbalayalive

Updated on:

ବାଂଲାଦେଶୀଙ୍କୁ ହଟାଅ,ଭାରତ ବଞ୍ଚାଅ

……

ଏରସମା ୨୨/୮୨୪(ବ୍ୟୁରୋ):-ନିକଟରେ ବାଂଲାଦେଶରେ ଯେପରି ହିନ୍ଦୁମାନଙ୍କୁ ନିର୍ଯ୍ୟାତୀତ ଓ ଅମାନୁଷିକ ହତ୍ୟା କରାଗଲା ସେଥିରେ ସାରା ଭାରତବର୍ଷ ମର୍ମାହତ ଓ ହିନ୍ଦୁ ସମାଜ ଖୁବ୍ଧ । ଏହାର ପ୍ରଭାବରେ ଏରସମା ହିନ୍ଦୁ ଧର୍ମ ଜାଗରଣ ସାଖା ପକ୍ଷରୁ ଗୁରୁବାର ଅପରାହ୍ନରେ ଏକ ରାଲି ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଏରସମା ବଜାର, ତହସିଲ ସମ୍ମୁଖରେ ପ୍ରତିବାଦ କରିଥିଲେ। ତୁରନ୍ତ ବାଂଲାଦେଶୀ ଅନୁପ୍ରବେଶକାରିଙ୍କୁ ଚି଼ହ୍ନଟ କରାଯାଇ ତାଙ୍କ ଦେଶକୁ ପଠାଇ ଦିଆଯାଉ ନଚେତ ଆଗାମୀ ଦିନରେ ବାଂଳାଦେଶୀ ଭାରତରେ ପ୍ରଭାବ ବିସ୍ଥାର କରିବେ ଏଥିରେ ସନ୍ଦେହ ନାହିଁ। ବାଂଲାଦେଶୀମାନେ ଲୁଚିଛପି ସୀମା ଆରପଟୁ ପ୍ରବେଶକରି ଭାରତରେ ଛୋଟ ଛୋଟ ବେପାର ଅର୍ଥାତ ଫେରି, କବାଡ଼ିଆ ଆଦି ବେପାର କରି ଭଡାଘରେ ରହି କା୍ୟା ବିସ୍ଥାର କଲେଣି। ସୀମା ସୁରକ୍ଷା ବାହିନୀ କେମିତି ସଜାଗ ଅଛନ୍ତି ତାହା ପ୍ରଶ୍ନ ବାଚି ଶୃଷ୍ଟି ହେଲାଣି। ଆଜିର ପ୍ରତିବାଦରେ ଥିଲେ ସମୀର ପରିସଲ୍ୟ, ନିବାରଣ ନାୟକ, ନାରାୟଣ ନନ୍ଦ, ଅମ୍ବିକା ପ୍ରସାଦ ମହାନ୍ତି, କ୍ଷୀରୋଦ ପରିଡା, ବେଣୁଧର ବେହେରା ପ୍ରମୁଖ ଯୋଗଦେଇ ସ୍ୱର ଉତ୍ତୋଳନ କରିଥିଲେ।

Leave a Comment